ମଞ୍ଚେଶ୍ବର ଶିଳ୍ପାଞ୍ଚଳର ରାସ୍ତା ଶୋଚନୀୟ : ସମାଧାନ ଶୂନ

ଭୁବନେଶ୍ବର: ଭୁବନେଶ୍ବରର ଅନ୍ୟତମ ଶିଳ୍ପାଞ୍ଚଳ ମଞ୍ଚେଶ୍ବର ଶିଳ୍ପାଞ୍ଚଳର ଭିତର ରାସ୍ତା ଅବସ୍ଥା ବଡ଼ କଦର୍ଯ୍ୟ ଓ ଶୋଚନୀୟ ହୋଇପଡ଼ିଛି। ଦୀର୍ଘ ବର୍ଷ ଧରି ମରାମତି ହୋଇ ନଥିବାରୁ ରାସ୍ତାଗୁଡ଼ିକରୁ ପିଚୁ ଉଠି ବଡ଼ବଡ଼ ଖାଲଖମା ସୃଷ୍ଟି ହୋଇଛି। କୌଣସି ଅପନ୍ତରା ଅଞ୍ଚଳର ରାସ୍ତାଠାରୁ ଏହି ସବୁ ରାସ୍ତା ଯାତାୟାତ ପାଇଁ ଅଧିକ ବିପଦସଂକୁଳ ବୋଲି ଦେଖୁ ଦେଖୁ ଅନୁମାନ କରିହେବ। କିଛି ଶିଳ୍ପସଂସ୍ଥା ରାସ୍ତା ମରାମତି ପାଇଁ ଦାବି କରୁଥିବା … Continue reading ମଞ୍ଚେଶ୍ବର ଶିଳ୍ପାଞ୍ଚଳର ରାସ୍ତା ଶୋଚନୀୟ : ସମାଧାନ ଶୂନ